by RAJENDRA DASH ✓ · 19 Dec 2019
ବାଜା ବଜେଇ ବାଣ ଫୁଟେଇ ରୋଷଣୀ କରି ସୁସଜ୍ଜିତ ଗାଡ଼ି ରେ ଯାଉଥିଲେ ସାଗର । ଆଜି ହୁଏତ ବନ୍ୟା ତାଙ୍କ ପାଇଁ ବଧୂ ବେଶରେ ସଜେଇ ହୋଇ ତାଙ୍କ ରୋଷଣୀର ଅପେକ୍ଷା କରିଥାନ୍ତେ। କିନ୍ତୁ ତାଙ୍କର ଏକ ମାତ୍ର ଭୂଲ୍ ଥିଲା, ଉଚ୍ଚ ଜାତିରେ ଜନ୍ମ ହେବା ।
Loading comments…
Loading comments…