by Bhabesh Chandra Kar ✓ · 28 Nov 2019
ଝିଅଟି ତଳକୁ ମୁହଁ କରି ପାଦର ଆଙ୍ଗୁଠିରେ ଭୂମିରେ ଗାରଟାଣୁଟାଣୁ କହିଲା ମା ମୁଁ ସମୟ ଆସିଲେ ତୁମକୁ ନିଶ୍ଚୟ କହିବି ।ଉଭୟଙ୍କ କଥୋପକଥନକୁ କବାଟ ସେପଟରେ ଶୁଶୁଥିବା ବ୍ୟୋମକେଶ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲା କାହାକୁ ଭଲପାଏ ଝିଅଟି ।
Loading comments…
Loading comments…