by Pradeep Kumar Panda ✓ · 17 Jun 2020
ସେ ପଣ୍ଡାଙ୍କୁ କହିଲେ – “ତୁମେ ଗୀତା ଧରି ଘରେ ବସି ରହିଲେ ପୁଅ, ଝିଅଙ୍କ ଭୋକ ଉଭେଇ ଯିବ କି ? ଶୀଘ୍ର ଯାଇ । କିଛି ଖାଦ୍ୟ ସାମଗ୍ରୀ ସଂଗ୍ରହ କର, ନଚେତ୍ ପିଲାମାନେ ଭୋକରେ ମରିଯିବେ । ମୁଁ ମଧ୍ୟ ତାଙ୍କ ସହିତ । ମରିଯିବି ।”
Loading comments…
Loading comments…