"ଜାଣିଲେ ମିଶ୍ର ବାବୁ, ଏଇ ହେଉଛି ମୋର ସେଇ ହତଭାଗିନୀ ନାତୁଣୀ। ସମୟ ପୂର୍ବରୁ ଦୁନିଆଁକୁ ଆସିଯାଇଥିବାରୁ ମାନସିକ ସ୍ତରରେ ସିଏ ସାଧାରଣ ପିଲାଙ୍କ ପରି ହୋଇପାରିନି। ଆଉ ତା'ଛଡ଼ା ସେ ମା' ପେଟରେ ଥିବା ବେଳେ ଦୁର୍ଘଟଣାରେ ତା ମାଆ ତ ସେପାରିକି ଗଲା ଗଲା, ଏ ଛୁଆଟା କଥା କହିବାକୁ ଅସମର୍ଥ ହେଇ ରହିଗଲା। ହେଲେ ଡାକ୍ତର କହୁଛନ୍ତି ଯଦି ତା ମନ ଖୁସି ରହିବ, ଧୀରେ ଧୀରେ ତାର ବାକ୍ ଶକ୍ତି ଫେରିଆସି ପାରେ।
Loading comments…