by Priyadarshini Mishra ✓ · 9 Mar 2018
ହଠାତ୍, ସିମିର ମୁହଁ ଉଜ୍ଜ୍ବଳ ଦେଖାଗଲା। ତା'କୁ ହାଲୁକା ଅନୁଭୂତ ହେଉଥିଲା। ସକାଳୁ କାନ୍ଦୁଥିବା ସିମି ବର୍ତ୍ତମାନ ସ୍ୱାଭାବିକ ହୋଇସାରିଥିଲା।
Loading comments…
Comments
Loading comments…