ଦଶମ ଶ୍ରେଣୀର ପରୀକ୍ଷା ପାଖେଇ ଆସିଲାଣି । ସବୁ ପିଲାଏ ପଢ଼ାରେ ମନଦେଲାବେଳେ ନାତି କିନ୍ତୁ ଗାଁ ରେ । ସଙ୍ଗରେ ପଢ଼ା ବହି ବି ଆଣିନି । କେତେ ଦିନ ଏଇଠି ରହିବ ତାହାର ଠିକ୍ ଠିକଣା ନାହିଁ । ଡେରିରେ ଉଠିବା , ଉଠି ପୋଖରୀକୁ ଯିବା, ଡେରିରେ ଫେରିବା, ଫେରି ମୁଠେ ଖାଇ ଗାଁ ପିଲାଙ୍କ ସହିତ ବାହାରକୁ ଚାଲିଯିବା,
Loading comments…