by sushama Parija ✓ · 18 Jun 2019
ମୁଁ ଭାବୁଥିଲି ବୋଉ ଏଇ ଯାତ୍ରା ନ ଦେଖିଛି ଭଲ ହୋଇଛି, ନହେଲେ ଏଠି ଯାହା ଚାଲିଛି ତା’କୁ ଭାରି ବାଧି ଥାଆନ୍ତା । ସେ ବରଂ ସେମିତି ଗାଆଁ ରେ ଶୋଇଥାଉ, ମୋ ପିଲା ମାନଙ୍କୁ ତା’ ସମୟର ଝାମୁଁ ଯାତ୍ରା କଥା କହୁଥାଉ।
Loading comments…
Loading comments…