by Basanta Kumar Bindhani ✓ · 19 Jun 2020
ଗାଁ ମଝିର ବରଗଛରେ ଆଉ ସୁନାରି ବାଉଁଶର ଦୋଳି ସବୁ ବସୁନାହିଁ । ଯଦିବା ଗୋଟେ ବସୁଛି ହେଲେ କୁଆଁରୀ ଝିଅ ମାନଙ୍କର " ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ... ନେଇ ନୂଆ ସଜ ବାଜ" ଆଦି ରଜ ଦୋଳି ଗୀତ ଶୁଭୁ ନାହିଁ ।
Loading comments…
Loading comments…