by Madhabi Patel ✓ · 11 Jan 2021
ସେଦିନ ତାକୁ ଅନେକ ସମ୍ବର୍ଦ୍ଧନା ମିଳିଲା।ଆଉ ପ୍ରଥମ କରି ବାପାଙ୍କର ହାତ ତା ମୁଣ୍ଡ ଆଉଁସିଥିଲା।ସେ ବହୁତ ଖୁସିଥିଲା ବାପାଙ୍କର ଏତେଦିନର ଘୃଣାପରେ ଭଲପାଇବାର ହାତସ୍ପର୍ଶ ଟିକେ ପାଇ।
Loading comments…
Loading comments…