by kamal kumar dash ✓ · 7 Oct 2019
ମୁଁ ଆସିଲେ ତୋତେ ଡାକିବି । ଗୀତା କହିଲା ନିଶ୍ଚୟ ଆସିବି ମାମା ,ନ ଡାକିଲେବି ଆସିବି । ତା ପରେ ବଡ଼ବାବୁ ଓ ମାଡାମ ଗାଡ଼ିରେ ବସି ଘରକୁ ବାହାରିଲେ ଶେଷ ଥର ନିଜ ପ୍ରିୟ ଆଫିସ ଆଡେ ଚIହିଁ ଓ ସମସ୍ତଙ୍କ ସାଥିରେ ହାତ ମିଳାଇ ।
Loading comments…
Loading comments…