by Bidulata Sahoo ✓ · 3 Jul 2021
ଝିଅଟା ଏତେ ଭଲ ରେଜଲ୍ଟ କରିଛି | ପୁଅ କଣ କରିବ ତମେ ଜାଣିନ | ତେଣୁ ପୁଅ ପଢିବା ପାଇଁ ଝିଅ ପଢାକୁ ବନ୍ଦ କରିବା ଉଚିତ ହେବନି |ଆଜିକାଲି ଝିଅମାନଙ୍କ ପାଇଁ ଅନେକ ସୁବିଧା ଅଛି | ପୁଅଝିଅରେ ଆଉ କଣ ପ୍ରଭେଦ ଅଛି ?
Loading comments…
Loading comments…