by Sachidananda Kar ✓ · 3 Dec 2019
ହେଲେ ମୋ କଥା ସତ ହେଲା । ସତକୁସତ କୃଷ୍ଣ ଜନ୍ମାଷ୍ଟମୀ ରାତିରେ ମୋ ସ୍ତ୍ରୀ ପୁଅଟିଏ ଜନ୍ମ ଦେଲା । କୃଷ୍ଣ ଆସିଗଲେ - ମୁଁ ଖୁସିରେ କହିଲି । ଝିଅଟିଏ ହୋଇଥିଲେ ବେଶ୍ ଭଲ ହୋଇଥାନ୍ତା - ସେମାନେ ସମସ୍ତେ ନିରାଶରେ କହୁଥିଲେ ।
Loading comments…
Loading comments…