by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 30 Aug 2018
ସେ କେତେ ସମୟ ଶୋଇ ପଡିଥିଲା ଜାଣେନା । ଆଖି ଖୋଲିବା ବେଳକୁ ଆକାଶ ନିର୍ମଳ । ଚାରିଆଡେ ଖରା ପଡିଛି । ସେ ବି ଆଉ ଭାସମାନ ଅବସ୍ଥାରେ ନାହିଁ ।
Loading comments…
Loading comments…