by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 25 Sept 2018
ରାକ୍ଷସୀମାନେ ଅଶୋକବାଟିକାରେ ପହଁଚି ଏସବୁ କଥା କହିଲେ । ଏଣେ ରାବଣ ଚାରିଆଡେ ପତାକା ଓ ଦୀପ ଫୁଲରେ ଇନ୍ଦ୍ରଜିତର ବିଜୟ ଉତ୍ସବ ପାଳିବାରେ ଲାଗିଛି ।
Loading comments…
Loading comments…