by Sabita Nayak ✓ · 4 Jun 2021
ଏମିତି ଭାବନା ଭିତରେ ଦିନେ ତା'ର ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ସାଗର ସହିତ ମିଳନ ହେଲା। କି ଅପୂର୍ବ ସେ ଦୃଶ୍ୟ!ସାଗରର ଫେନିଳ ଚୁମ୍ବନର ପହିଲି ସ୍ପର୍ଶରେ ଝରଣା ନଦୀରୂପେ ସାଗର ବକ୍ଷରେ ଲୋଟିପଡିଲା।
Loading comments…
Comments
Loading comments…