by Smruti Sephali Meher ✓ · 9 Aug 2019
କେଶବର ଶେଷକୃତ୍ୟ ସରିଲା । ଅତୀତର ସୁଖମୟ ଦିନଗୁଡିକ ଝୁରି ହେଉଥିଲା ଉର । ସତରେ ନିୟତି କେଡେ ନିଷ୍ଠୁର ! ଯେଉଁଦିନ ତାକୁ ସତର ପୁରି ଅଠର ଛୁଇଁଲା , ଦେହରେ ଯୌବନର ଲହଡି ଭାଂଗିଲା ,ନୂଆ ଲୁଗାର ଗନ୍ଧ ବାରି ହେଲା - ସେହିଦିନୁ ତା' ଦେହକୁ ଗାଁ ଟୋକାଙ୍କ ନଜର ଲାଗିଲା ।
Loading comments…
Loading comments…