by Jayashree Maharana ✓ · 18 Aug 2021
ମୁଁ ସାଜିବି ତୁମ୍ଭର ରକ୍ଷାକର୍ତ୍ତା । ଏ ବିବେକ ହୀନ ସମାଜକୁ କରିବି ସଚେତନ । ଅଜ୍ଞାନଙ୍କୁ ମୋ କଲମରେ କରିବି ଚିନ୍ତାଶୀଳ । ତୁମର ସୁରକ୍ଷା ପାଇଁ କରିବି ସଜାଗ । ମୁଁ ଧରିବି ମୋହର ଅମୋଘ ଅସ୍ତ୍ର ।
Loading comments…
Loading comments…