by Trushna Das ✓ · 15 May 2022
ବୋଉ : ଆରେ ଏ ଗଛ ପରା ଆମ ପରିବାର ର ସଦସ୍ୟ ହେବ। ଆମ ସୁଖ ଦୁଃଖ ର ସାଥୀ। ପରିବାର ସଦସ୍ୟଙ୍କ ଯତ୍ନ ନେବା ଆମ କର୍ତ୍ତବ୍ୟ। ତାଛଡା ଆମ୍ବ ଗଛର ଉପକାରିତା ବହୁତ। ସେ ଆମକୁ ଛାଇ ଦିଏ, ତାର ପତ୍ର ଆଉ ଡାଳ ପୂଜାରେ ଲାଗେ, ତାର ଫଳ ମଧୁର, ସେ ଆମକୁ
Loading comments…
Comments
Loading comments…