by Lalita Mohan Mishra ✓ · 6 Nov 2019
ତଥାପି ମନୁଷ୍ଯ ମିଛ-ମାୟା ସଂସାରରେ ବୁଡି ରହି ଭ୍ରାନ୍ତିରେ ମୋର ମୋର ହେଉଛି । ଜୀବନ ରୂପି ରଙ୍ଗମଞ୍ଚକୁ ନିଷ୍ଠା ଏକାଗ୍ରତା ସହିତ ସକରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଆମେ ଜୀବନରେ ସଫଳ ହୋଇପାରିବା ।
Loading comments…
Comments
Loading comments…