by Bijayalaxmi Das ✓ · 4 Jan 2021
୪-୫ ଦିନ ଧରି ତନ୍ମୟ ନିରୀକ୍ଷଣ କରୁଥିଲେ ରଶ୍ମିକୁ। ଖୁସିର ସହିତ ଘରର ସବୁ କାମ କରିବା ସହ ନିଜେ ବି ଫିଟ୍ ରହୁଥିଲା। ଦିନକୁ ଦିନ କୌତୁହଳ ବୃଦ୍ଧି ପାଉଥିଲା ମନରେ ତାଙ୍କର। ଆଜି ଶୀଘ୍ର ଫେରିବେ ଅଫିସ୍ ରୁ ଭାବି ଚାଲିଗଲେ ସେ। ଅଫିସ୍ ରୁ ଫେର
Loading comments…
Loading comments…