by Anil kumar Pradhan ✓ · 25 Nov 2020
ମନମୋହନ ସେଇ ଘରକୁ "ଚିତ୍ରଲେଖା କୁଡ଼ିଆ " ନାମରେ ନାମିତ କରିଥିଲା l ସେହି ଘରେ ସେ ରହିବl ସହ ଅନାଥ ପିଲାଙ୍କୁ ରଖୁଥିଲା l ସେ ଭୋକରେ ରହିଯାଉଥିଲା l ମାତ୍ର ଚିତ୍ରଲେଖା କୁଡ଼ିଆରେ କାହାକୁ ଉପବାସ ରଖୁନଥିଲା
Loading comments…
Loading comments…