by Kanan Bala Nayak ✓ · 3 Dec 2019
ପୁଷ୍ପାଞ୍ଜଳି ଦେଖୁଥିଲା ଗୋଟିଏ ଜୀବନକୁ ନୂତନ ଆଲୋକ ଦେଖାଇବାକୁ ଯାଇ ତା ଲୋପା ନିଜେ ଶବ ପାଲଟି ଯାଇଥିଲା l ସବୁ ବେଳେ ଚୁପ୍ ଚାପ୍ ରହିବାକୁ ଭଲ ପାଉଥିବା ତାର ପ୍ରିୟ ଲୋପା ପୁଣି ଥରେ ସବୁଦିନ ପାଇଁ ଚୁପ୍ ହୋଇ ଯାଇଥିଲା l
Loading comments…
Comments
Loading comments…