by Rasmita Dixit ✓ · 18 Jun 2019
ଅନେକ ବେଳୁ ମତେ ଦେଖୁଥିଲା ପିଲାଟିଏ। ଅଳିଆ ଗୋଟାଉ ଗୋଟାଉ ଚାହୁଁଥାଏ। କିଛି ସମୟ ପରେ ମୋ ପାଖକୁ ଆସିଲା - - ବାବୁ କଣ ହେଇଛି ? ,ସେତେବେଳୁ ଗରଗର ହଉଚ । ଘରେ ଝଗଡା କରିଛ କି?
Loading comments…
Loading comments…