Loading…
ତୁ କଣ ଭାବୁଛୁ ତୋର ଗୋଟିଏ ମନ କି ଯାହା ଭାଙ୍ଗି ଯାଇଛି ନାଁ। ଆମର କଣ କେବଳ ଗୋଟିଏ ମନ ଥାଏ କି। ଭୁଲ। ଟିକେ ଗହେରେଇକି ଦେଖ। ଆମର ଅନେକ ମନ ଥାଏ, ଝିଅର ମନ, ବନ୍ଧୁର ମନ, ପ୍ରେମିକାର ମନ, ସ୍ତ୍ରୀର ମନ ପୁଣି ମାଆର । ପରିସ୍ଥିତି ଅନୁସାରେ ହିଁ ଆମେ ଏହି ସବୁ ମନକୁ ତିଆରି କରିଥାଉ। ଏବଂ ଆବଶ୍ୟକତା ଅନୁସାରେ ହିଁ ଗୋଟିଏ ମନରୁ ଆଉ ଏକ ମନକୁ ଲମ୍ପ ପ୍ରଦାନ କରୁ। ଠିକ ଗୋଟିଏ ଭୂମିକାରୁ ଆଉ ଏକ ଭୂମିକାରେ ଅଭିନୟ କରିଲା ପରି।
Comments
Loading comments…