by sushama Parija ✓ · 9 Oct 2020
ଆରେ ବାପା! ଆମେ ହେଲୁ ଖଟିଖିଆ ଲୋକ , ଆମ ମଜୁରି ଗଣ୍ଡାକ ଭଲ ତ ଆମେ ଭଲ , ହକ୍ ମେହେନତ କରିବା, ହାଡ ବଜେଇ ପଇସା ନେବା, ଏ ଟାଉଟରି କାମ କରିବା କାହିଁକି?
Loading comments…
Loading comments…