by SushreeBaisakhi Sahoo ✓ · 3 May 2021
ଜୋକର୍ କ'ଣ ତାର ସେ ଆବରଣ ତଳେ ବି ସେମିତି ହସେ ନା ଅନ୍ୟକୁ ହସେଇବାରେ ହିଁ ତା ହସ ସିମୀତ ହୋଇ ରହିଯାଏ । ଜୋକର୍ ର ଚରିତ୍ରର ଗଭୀରତା ମାପିବା ଯେତିକି ସୂକ୍ଷ୍ମ ସେତିକି କଷ୍ଟ ସାଧ୍ୟ ମଧ୍ୟ
Loading comments…
Loading comments…