by Aminilu Ray ✓ · 9 Mar 2020
ସକାଳ ଆଠଟା ହେଲାଣି । ବୁଢାବୁଢୀ ଦୁହେଁ ନାଲି ଚା’ ଟିକେ ପିଇବାପାଇଁ କେତେବେଳୁ ବୋହୁ ହାତକୁ ଅନେଇ ବସିଛନ୍ତି । ହେଲେ ସେ ଚା’ ଦେବା ତ ଦୂରର କଥା, ସେମାନଙ୍କ ମୁହଁକୁ ବି ଚାହିଁଲାନି ।
Loading comments…
Loading comments…