by Krupasindhu Mishra ✓ · 30 Aug 2017
ଜରାସନ୍ଧ କଂସର ଶ୍ୱଶୁର ଥିଲା । ଜ୍ୱାଇଁ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ କୃଷ୍ଣ ବଲରାମଙ୍କୁ ଅଷ୍ଟାଦଶ ବାର ଆକ୍ରମଣ କରିଥିଲା । କିନ୍ତୁ ତା'ର ମୃତ୍ୟୁ ଭୀମଙ୍କ ଦ୍ୱାରା ହେବାର ଥିଲା ।
Loading comments…
Loading comments…