by Prashantam Bapu ✓ · 16 May 2020
କେବେ କେବେ ଖରାଦିନିଆ କାଳ ବୈଶାଖୀ ପବନରେ ସେ ହାତରେ ଜାକିଥିବା ଜରିସବୁ ଖସି ଉଡ଼ିଯାଏ ,ସେ ହତାଶ୍ ହୁଏନି ,ଆଗକୁ ମାଡ଼ି ଚାଲେ.... ତା'ର ପ୍ରୟାସ ନିରନ୍ତର ଜାରି ରଖିଥାଏ । କେହି ତାକୁ ଗୁରୁତ୍ୱ ଦିଅନ୍ତିନି କି ସାହାଯ୍ୟର ହାତ ବଢାନ୍ତି ନାହି
Loading comments…
Comments
Loading comments…