by Writer Roja Panda ✓ · 22 Jan 2019
ସେଦିନ ଝିପି ଝିପି ବର୍ଷା ପକୋଉଥାଏ । କେଉଁଠି ଲଘୁଚାପର ସୂଚନା ଦେଉଥାନ୍ତି ଟିଭି ଓ ଖବରକାଗଜମାନ । ଆକାଶ ମେଘାଚ୍ଛନ୍ନ ଦେଖାଯାଉଥାଏ ।
Loading comments…
Loading comments…