by Lopamudra Parida ✓ · 15 Oct 2020
ସକାଳୁ ଆଜି ବାପା ଭାରି ଖୁସି ,ତାଙ୍କ କବିତା ଟି ଦୈନଦିନ ଖବର କାଗଜର ସାହିତ୍ୟ ସ୍ରଷ୍ଟା ପୃଷ୍ଠା ମଣ୍ଡନ କରି ତାଙ୍କୁ ଜଶସ୍ବୀ କରିଛି ।ଘିଅ ,ମହୁ, ଦୁଧ ହାଣ୍ଡି ରେ ପାଦ ।ତଳେ ଲାଗୁନି।ସଙ୍ଗାତ କବିଗଣ କେତେ ଶୁଭେଚ୍ଛା ବାଢିସାରିଲେଣି ।ନିଶ ରେ
Loading comments…
Loading comments…