by sushama Parija ✓ · 2 Jun 2019
ବଟିଆର କାନ ମୁଣ୍ଡ କିଏ ଠାଏ କିନା ଚଟକଣୀ ଟାଏ ବସେଇ ଦେଲା ଭଳି ଲାଗୁଥିଲା । ତା’ ଅନ୍ତରାତ୍ମାରୁ ଶବ୍ଦ ଶୁଭୁଥିଲା “ ରେ ପାଷାଣ୍ଡ, ମୁର୍ଖ, ନରାଧମ ! ଏଇ ମାନଙ୍କ ପାଇଁ ତୁ ଦେବ ପ୍ରତିମ ତୋ’ର ବାଲ୍ୟବନ୍ଧୁକୁ ମାଡ ମାରି ଦରମରା କରିଦେଲୁ? ଧିକ୍, ଶତ ଧିକ୍, ତୋ ମଣିଷ ପଣିଆ
Loading comments…
Loading comments…