ଏଇଟା ଆଜିର ଘଟଣା ନୁହେଁ ଏଇମିତି ଅନେକ ଥର କହିସାରିଲାଣି ଅର୍ଦ୍ଧେନ୍ଦୁ । ତୀବ୍ର ପ୍ରତିବାଦ ପରେ ମଧ୍ୟ ସେଇଠି ଅଟକିଛି ଅସଭ୍ୟ । କେବଳ ତନିଶାକୁ ଦୁଃଖ ହେବ ବୋଲି ଆନି ଜଣେଇ ନାହିଁ । କିନ୍ତୁ ଆଉ ନୁହେଁ ପାଣି ଏବେ ମୁଣ୍ଡ ଉପରେ ! କା' ଟିଏ ହେବାର ଯନ୍ତ୍ରଣା ଏବେ ଅସହ୍ୟ । ଗୋଟେ ଗ୍ଲାନି ବୋଧ ଭିତରେ ସନ୍ତୁଳି ହେଉଛି ସେ ।
Loading comments…