by Parameswar Ojha ✓ · 8 May 2020
" ସେମିତି କିଛି ବଡ଼ ପ୍ରଭାବ ଟେ ପଡେନି ଜୀବନରେ ବାହା ହୋଇଗଲେ । ମଣିଷ ଗୋଟେ ଆବଦ୍ଧ ପଞ୍ଜୁରୀ ରେ ରହିଯାଏ ସବୁଦିନ ପାଇଁ ଯୋଉଟା କି ମୁଁ ଯମା ବି ଚାହେଁନା , ମୁଁ ମୋର ପ୍ରତ୍ୟେକ ଟି ଇଛାକୁ ସ୍ବାଧୀନତା ର ତ ସହ ବଞ୍ଚିବାକୁ ଚାହେଁ ।
Loading comments…
Loading comments…