Loading…
ଏ ଭିତରେ ଗୁଗୁଲିରେ ଖୋଜି ସେଇ ବ୍ଯାଙ୍କ ଆକାଉଣ୍ଟଟା କେଉଁଠିକାର ଜାଣି ନେଇଥାଏ l ତାହା ହେଉଛି ପଶ୍ଚିମବଙ୍ଗ ହାଉଡା ଜିଲ୍ଲା ସନ୍ଟ୍ରାଗାଛିର ରାମରାଜତାଲା ଷ୍ଟେଟବ୍ୟାଙ୍କ ଶାଖା l ପାଖା ପାଖି ତିନିଦିନ ଭିତରେ ସେଇ ଠକମାନେ ମୋତେ ବହୁତ ଥର ଫୋନ୍ କରିଛନ୍ତି l ଶେଷକୁ ବ୍ୟତିବ୍ୟସ୍ତ ହୋଇ ମୁଁ ସ୍ଥର କଲି ଏଇ ଖେଳ ଶେଷ କରିଦେବା ଉଚିତ୍ l
Comments
Loading comments…