ଏବେ ବି କନ୍ୟା ଭୃଣହତ୍ୟା, ଶିଶୁଙ୍କୁ ଚେଙ୍କ ଦେଇ ରୋଗର ନିରାକରଣ, ଝଡାଫୁଙ୍କରେ ରୋଗ ନିରାକରଣ, ନାରୀ ନିର୍ଯ୍ୟାତନା, ପୁରୁଷର ଧର୍ଷଣ ପ୍ରବଣତା, ଧନ ଓ ବାହୁବଳରେ ପ୍ରାଧାନ୍ୟତା, କାଳି ଝିଅ ପ୍ରତି ମନର ବିତୃଷ୍ଣା ଇତ୍ୟାଦି ଅନେକ ବିକୃତ ଚିନ୍ତାଧାରାର ଆମେ ଅଧୀନ ହୋଇ ରହିଛେ। ଏଭଳି ଜୀବନରେ ସ୍ୱାଧୀନତାର ସ୍ୱାଦ ପାଇବା କେଉଁଠୁ? ଅଜ୍ଞାନତା ଓ ଅନ୍ଧକାରରେ ପ୍ରଭାବିତ ହୋଇ ରହିଲେ ସ୍ୱାଧୀନ ଚେତନାର ପରିପ୍ରକାଶ ହେବ କେମିତି? ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଛୋଟ ଗଲ୍ପଟି "କାଳି ଝିଅ କଳସୀ"
Loading comments…