by Minakshi Samal ✓ · 26 Aug 2020
ତୋ ଫଟୋଚିତ୍ରକୁ ଚାହିଁ ତତେ ମୁଁ ଅନୁଭବିଛି । ତୋ ଉପରେ ମୋର ସବୁ ମାନ ଅଭିମାନ,ଅଭିଯୋଗ ଶେଷ ହୋଇ ସାରିଛି । ମୋ ଜୀବନର ଡୋରି ତୋରି ହାତରେ ସମର୍ପଣ କରି ରହିଲି ।
Loading comments…
Loading comments…