Loading…
ହସ ଚାପିରଖି ପ୍ରଶ୍ନ କଲେ କେଉଁ ତୀର୍ଥରେ ବା କ'ଣ ପାଇଁ ଲଣ୍ଡା ହୋଇଛ ? କାଳିଦାସ କହିଲେ ଆପଣ ଯେଉଁ ତୀର୍ଥରେ ବା ଯେଉଁଥିପାଇଁ ହଃ ହଃ ଶବ୍ଦ କରୁଥିଲେ । ରାଜା କହିଲେ ମନୁଷ୍ୟ ନାରୀ ବଶତା ସ୍ବୀକାର କଲେ କ'ଣ ନ କରିପାରେ । କାଳିଦାସ କହିଲେ ଯେଉଁ ନାରୀ ବଶରେ ରାଜା ନିଜେ ବି ଘୋଡା ହୋଇ ବୁଲୁଥିଲେ । ଏକଥା କେହି ନ ଜାଣି ପାରିଲେ ମଧ୍ଯ ଦୁହିଁଙ୍କ କଥା ଦୁହେଁ ଠିକ୍ ବୁଝି ପାରିଲେ ।
Comments
Loading comments…