by Jyotiranjan Sahu ✓ · 27 Jul 2019
ଏହା ଭିତରେ ଜଣେ ବନ୍ଧୁ ମୋତେ କହିଲେ"ଜାଣିଛୁ ତୁ ଡାକ୍ତରଖାନା ଗଲାପରେ ସେଇ କାଳୀ କାହାରିକୁ ସେ ରାସ୍ତାରେ ଆଉ ଯିବାକୁ ଦେଲାନାହିଁ । ରାତି ତ ଦୂରର କଥା ଦିନରେ ମଧ୍ୟ ସେ ରାସ୍ତାରେ ଯିବା ଅସମ୍ଭବ ହୋଇପଡିଲା ।
Loading comments…
Loading comments…