ହୋସ ଆସିବା ପରେ ନମିତାଙ୍କୁ ଯେତେବେଳେ ଏସବୁ କୁହାଗଲା ସେତେବେଳେ ସେ ଗୋଟିଏ ପ୍ରଶ୍ନ କରିଥିଲେ ଯେ ଅତନୁ ଓଦା ସରସର ହୋଇ ଘରକୁ ଆସି କେମିତି ଅନ୍ତର୍ଧ୍ୟାନ ହୋଇଗଲେ । ହସିହସି ଅତନୁ କହିଥିଲେ, ମୁଁ ବାଥରୁମକୁ ପଶିଥିଲି ସତ, ହେଲେ ତୁମେ ରୋଷେଇ ଘରକୁ ଯିବା ପରେ ମୁଁ ବାଲକୋନି ବାଟେ ପୁଣି ବାହାରକୁ ଚାଲିଗଲି ।
Loading comments…