by Padmalaya Mishra ✓ · 30 May 2021
ସ୍ଵଳ୍ପ ବେତନଧାରୀ ସରକାରୀ ଚାକିରୀଆ ବାପାମାନେ ପିଲାମାନଙ୍କୁ ତାଙ୍କ ଇଚ୍ଛାର ଖୁସି ଦେବାକୁ ଅସମର୍ଥ ଥିବାରୁ ନିଜ ମୁହଁରେ ଗମ୍ଭୀରତାର ମୁଖା ପିନ୍ଧିଥାନ୍ତି ବୋଲି ସମୟ ଓ ଅନୁଭବ ମତେ ପଛରେ ଜଣାଇଲା ।
Loading comments…
Loading comments…