by Padmalaya Mishra ✓ · 5 Jun 2021
ବେଳେବେଳେ ସେଇ କାନିରେ ଭାତ ହାଣ୍ଡି ଧରି ଗାଳି ପକାଏ । ରାତିରେ ଶୋଇଲା ବେଳେ ତା କାନି ଆମ ଉପରେ ଘୋଡେଇ ଦିଏ । ଆମକୁ ଶାନ୍ତିରେ ନିଦ ହୋଇଯାଏ । ବୋଉର କାନିକୁ ମୁଁ ଅଭୟ କାନି କୁହେ ।
Loading comments…
Comments
Loading comments…