by kamal kumar dash ✓ · 18 Apr 2022
ମିନା ତାକୁ କେବେ ବି ଛାଡୁ ନଥିଲା ସ୍କୁଲ ଗଲା ବେଳେ ସେ ଗୋଟେ ଘରେ ରହୁଥିଲା ଓ ଆମେ ସବୁ ସ୍କୁଲ ଯାଉଥିଲୁ | ରାତିରେ ସେ ଆମ ଘରେ ତଳେ ଶୋଉଥିଲା | ଅଜା ଘରକୁ ଗଲେ ବି ସେ ଆମ ସାଙ୍ଗରେ ଯାଉଥିଲା |
Loading comments…
Loading comments…