by Lopamudra Parida ✓ · 19 Aug 2021
ଆମର ଧର୍ମ କୁ ଆମର ପୂର୍ବ ପୁରୁଷ ମାନେ ଆମର ସ୍ବାସ୍ଥ୍ୟ, ବିଜ୍ଞାନ ସହ ଅଙ୍ଗାଙ୍ଗୀ ଭାବେ ଗୁନ୍ଥି ଦେବାର କାରଣ ବୋଧେ ଏଇୟା ହୋଇଥାଇ ପାରେ କି ସେମାନେ ବୁଝିଥିଲେ ଯେ ଆଗାମୀ ପିଢି କୁ ଶୃଙ୍ଖଳିତ କରିବାକୁ, ସୁରକ୍ଷିତ କରିବାର ଏହା ହିଁ ସରଳ ଉପାୟ
Loading comments…
Loading comments…