by Dr Rashmita Panigrahi ✓ · 3 May 2020
ସବୁଦିନ ପରି ଭୋର ଚାରିଟାରୁ ରୂପାର ଜେଜେ ଉଠିଲେ ମର୍ନିଙ୍ଗ ୱାକରେ ଯିବେ ବୋଲି l ସେ ବାହାରି ଯିବା ବେଳେ ରୂପାର ମା'କୁ ଡାକି ଉଠେଇ ଦିଅନ୍ତି ଏଇଟା ସେ ଆଗରୁ କହିଥାଏ l
Loading comments…
Loading comments…