by Archana Sahoo ✓ · 21 Oct 2021
ଜେଜେ କହିଲେ ମିକି ତୋର ଏଇ କାଉଁରୀ କନ୍ୟାର ଭୂମିକା ସରିଗଲା । ଏବେ ତୁ ନୂଆ ଜୀବନ ବଞ୍ଚିବାକୁ ଚେଷ୍ଟା କର । ହଁ ଏଇ କଥା ଯେମିତି କାନକୁ ଦି କାନ ନହୁଏ।
Loading comments…
Loading comments…