by Satyabati Swain ✓ · 28 Sept 2018
ମୋ ପ୍ରସାଦ ! ମୁଁ କେଉଁ ପ୍ରାସାଦକୁ ଜାଣିନି । ମୋ ପ୍ରସାଦ ତ କେବେଠୁ କୈବଲ୍ୟ ପାଲଟି ଗଲାଣି । ଏବେତ ମୋ ପେଟ ପୁରେ କୈବଲ୍ୟ କଣିକାରେ ।
Loading comments…
Loading comments…