by Satyabati Swain ✓ · 16 May 2020
ନିକି ଭାଇ ଓ ମିଷ୍ଟି ଦି ବାପାଙ୍କ କର୍ପୂର ମାଳ ପକା ଫଟୋ ପାଖେ ବସି କାନ୍ଦି କାନ୍ଦି କୁହନ୍ତି ଆମର ସେଇ କଏଦୀ ଜୀବନ ଲୋଡ଼ା ବାପା।ଆମେ ତୁମେ ଆସ ବୋଲି ଆଉ ରାଗିବୁ ନାହିଁ।ଆମେ ଏବର୍ଷ କ୍ଲାସରେ ଫାଷ୍ଟ ହେଇଛୁ ବାପା।ତୁମେ ଫେରିଆସ।
Loading comments…
Comments
Loading comments…