by Susanta kumar Patra ✓ · 13 Jul 2019
ସୁମନ ନିଜର କର୍ତବ୍ୟ ଓ ଅଧିକାର ବିଷୟରେ ନିଜକୁ ପ୍ରଶ୍ନ କରୁଥିଲା କଣ କଲେ ଠିକି ହବ ଭାବୁଥିଲା ନିଜ ପରିବାର ସ୍ୱାର୍ଥ ପାଇଁ ଏକ ନିରହ ଝିଅ ଆଖିରେ ଲୁହ ଦେବା ତାର କି ଅଧିକାର ବୋଲି ନିଜକୁ ପ୍ରଶ୍ନ କରୁଥିଲା? ଅନ୍ୟ ପଟେ ନିଜ ପରିବାର ସଦସ୍ୟଙ୍କୁ କେମିତି ବୁଝେଇବ ସେଇ କଥା ଭାବିପାରୁନଥିଲା ।
Loading comments…
Loading comments…