by Trushna Das ✓ · 17 Nov 2020
ଇଶା ଓ ରାହୁଲ ଚିନ୍ତାରେ ଅଛନ୍ତି ଯେ ବାହାଘରକୁ ତିନି ବର୍ଷ ହୋଇଗଲାଣି...କିନ୍ତୁ ତାଙ୍କର ଛୁଆ ହୋଇ ନାହିଁ । ତଥାପି ସେମାନେ ନିଜ ଦୁଃଖ ଭୁଲି ଯାଦୁ ସହ ସମୟ କାଟୁଛନ୍ତି ।
Loading comments…
Loading comments…